0 Comment
ନୂଆଦିଲ୍ଲୀ : କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ପାର୍ଥିବ ଶରୀର ଧରି ପହଞ୍ଚିଲା ବାୟୁସେନା ବିମାନ । କୋଚ୍ଚି ବିମାନବନ୍ଦରରେ ବିମାନ ଅବତରଣ କରିବା ପରେ ସମସ୍ତଙ୍କ ଆଖିରେ ଲୁହ ଭରିଯାଇଥିଲା । ମୃତକଙ୍କ ପରିବାରଲୋକେ ସକାଳୁ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ । ଭାରତୀୟ ବାୟୁସେନାର ସି-୧୩୦ ଜେ ପରିବହନ ବିମାନରେ ୩୧ ଭାରତୀୟଙ୍କ ପାର୍ଥିବ ଶରୀର କୋଚ୍ଚିରେ ଓହ୍ଲାଯାଇଥିଲା । ଏଠାରୁ ମୃତଦେହ ସମସ୍ତଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି । ୩୧... Read More