0 Comment
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନ ବିଚାରପତିଙ୍କ ପୁଅ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ପ୍ରଚଳିତ ବ୍ୟବସ୍ଥାରେ ବରିଷ୍ଠତମ ବିଚାରପତିଙ୍କ ନାମ ଏଥିପାଇଁ ସୁପାରିସ କରାଯିବ। ତେଣୁ ଏହି ପ୍ରକ୍ରିୟାରେ ନଭେମ୍ବର ୯ରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ନଭେମ୍ବର ୧୦, ୨୦୨୪ରେ ସେ ଅବସର ନେବେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ ୱାଇ... Read More