0 Comment
ମହାକାଳପଡା : ମହାକାଳପଡା ଲୁଣା ନଦୀରେ ଅଘଟଣ । ବୁଡି ଯାଉଥିବା ବେଳେ ଜଣେ ନାବାଳିକା ଉଦ୍ଧାର, ଅନ୍ୟ ଜଣେ ନାବାଳିକା ନିଖୋଜ। ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗ୍ରାମର ଦୁଇ ନାବାଳିକା ରାଜଲକ୍ଷ୍ମୀ ଓ ଲଭଲୀ। ସକାଳ ସାତଟାରେ ସାଙ୍ଗହୋଇ ଲୁଣାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସି ଯିବାରୁ ପ୍ରଥମେ ଲଭଲି ଲୁଣା ନଦୀରେ ଭାସିଯାଇଥିଲା । ଲଭଲି ବୁଡି ଯାଉଥିବା ବେଳେ ରାଜଲକ୍ଷ୍ମୀ ଉଦ୍ଧାର କରିବାକୁ ଚେଷ୍ଟା କରି ସେ ମଧ୍ୟ ଗଭୀର ପାଣିକୁ... Read More