0 Comment
ନୂଆଦିଲ୍ଲୀ : ଦେଶରେ ଆରମ୍ଭ ହୋଇଛି ୫ଜି ମୋବାଇଲ ଫୋନ ସେବା । ପରୀକ୍ଷାମୂଳକ ଭାବେ ଜିଓ ଏବଂ ଏୟାରଟେଲ ଦେଶର କେତୋଟି ସ୍ଥାନରେ ଉକ୍ତ ସେବା ଆରମ୍ଭ କରିଛନ୍ତି। ରିଲାଏନ୍ସ ଜିଓ ଦଶହରାରୁ ଦେଶର ୪ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରିଛି। ସେହିପରି ଏୟାରଟେଲ ୮ ଟି ସହରରେ ୫ଜି ପ୍ଲସ ସେବା ଆରମ୍ଭ କରିଛି । ଭାରତର ୮ଟି ସହରରେ ଗୁରୁବାର ଠାରୁ ଏହି ସେବା ଆରମ୍ଭ କରିଛି ଭାରତୀ ଏୟାରଟେଲ୍... Read More