0 Comment
ବେଙ୍ଗାଲୁରୁ : କଂଗ୍ରେସ ପକ୍ଷରୁ ଜାରି ରହିଥିବା ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ ଗୁରୁବାର କର୍ଣ୍ଣାଟକର ମାଣ୍ଡା ଜିଲ୍ଲାରୁ ଯାତ୍ରାରେ ଅଂଶଗ୍ରହଣ କରିବା ସହ ପଦଯାତ୍ରା ମଧ୍ୟ କରିଛନ୍ତି । ଆରମ୍ଭରୁ ପୁଅ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାତ୍ରାର ନେତୃତ୍ବ ନେଇ ଆସୁଥିଲା ବେଳେ ଏବେ ସୋନିଆ ଦଳୀୟ ହାଇକମାଣ୍ଡ ନିର୍ବାଚନ ପାଇଁ ଦିଲ୍ଲୀରେ ବ୍ୟସ୍ତ ଥିଲେ । ତେବେ ଯାତ୍ରା... Read More