0 Comment
ମୁମ୍ବାଇ : ଓଟିଟିରେ ଡେବ୍ୟୁ କରିବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଖୁବ୍ଶୀଘ୍ର ଆମାଜନ୍ ପ୍ରାଇମ୍ ଭିଡିଓରେ ‘କଲ୍ ମି ବେ’ରେ ସେ ନଜର ଆସିବେ । ଏଥିରେ ସେ ଜଣେ ଅରବପତି ଫ୍ୟାଶନିଷ୍ଟା ଭୂମିକା ନିର୍ବାହ କରିବେ । ତାଙ୍କୁ ‘ବେ’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ନିକଟରେ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର୍’ରେ ନଜର ଆସିଥିଲେ ଅନନ୍ୟା ପାଣ୍ଡେ । ଏବେ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ୍ ଗର୍ଲ-୨’ର ସୁଟିଂରେ ସେ ବ୍ୟସ୍ତ... Read More