0 Comment
ବୌଦ୍ଧ : ବେଆଇନ୍ ଭାବେ କାଠ ରଖିଥିବା ନେଇ ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବରପାଇ ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଅଧୀନ ନାରାୟଣପ୍ରସାଦ ସେକ୍ସନ ଲୁଣ୍ଡୁରୁ ଗ୍ରାମର ଏକ ପରିତ୍ୟକ୍ତ ଘରକୁ ଚଢଉ କରିଛି । ଚଢଉରେ ୩୦ ଖଣ୍ଡ ଶାଳ କାଠ ଓ ୪ ଟି କରତ ଜବତ କରିଛି ବନ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ। ଚଢ଼ାଉରେ କଣ୍ଟାମାଳ ବନାଞ୍ଚଳ... Read More