0 Comment
ୟୁଏନଜିଏ: ରୁଷ୍ ଦ୍ବାରା ୟୁକ୍ରେନର ଚାରିଟି ଅଞ୍ଚଳ ଦଖଲକୁ ବିରୋଧ କରି ମିଳିତ ଜାତିସଂଘର ସାଧାରଣ ସଭାରେ (ୟୁଏନଜିଏ) ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ମୋଟ ୧୪୩ ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବାବେଳେ ପାଞ୍ଚଟି ଦେଶ ଏହା ବିରୋଧରେ ଭୋଟ୍ ଦେଇଥିଲେ । ଭାରତ ସମେତ ୩୫ରୁ ଅଧିକ ସଦସ୍ୟ ରାଷ୍ଟ୍ର ଏହି ପ୍ରସ୍ତାବରୁ ଦୂରେଇ ରହି ଭୋଟିଂରେ ଭାଗ ନେଇ ନଥିଲେ। ରୁଷ କିଛି ଦିନ ତଳେ ସୁରକ୍ଷା ପରିଷଦରେ ସମାନ... Read More