0 Comment
ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଜଗତର ସେ ହେଉଛନ୍ତି ବାଦଶାହା । ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ ଓ ଔପନ୍ୟାସିକ ଭାବେ ବେଶ ପରିଚିତ । ସେ ଖୋକା ଭାଇ ନାମରେ ଅଧିକ ଜଣାଶୁଣା । ଆଜି ତାଙ୍କର ୮୬ ତମ ଜନ୍ମ ଜୟନ୍ତୀ । ୧୯୩୬ ମସିହା ଆଜିର ଦିନରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଆଧୁନିକ ତଥା ସୁଗମ ସଙ୍ଗୀତର ଜନ୍ମଦାତା ବୋଲି ମଧ୍ୟ ତାଙ୍କୁ କୁହାଯାଇଥାଏ। ସଙ୍ଗୀତ... Read More