0 Comment
ଘଟଗାଁ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲା ଘଟଗାଁ ବିଇଓ ଅଭୟ କୁମାର ବେହେରା। ସେ ଆଜି ଦିନ ପ୍ରାୟ ୧୦ଟା ସମୟରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ଘଟଗାଁ ବ୍ଲକ୍ ଅଧୀନରେ ଥିବା କାଶୀସାହି ପ୍ରାଥମିକ ବିଦ୍ୟାଳୟ(ନୂଆ)ର ଶିକ୍ଷକ କମଳାକାନ୍ତ ପଣ୍ଡା ବିିଇଓଙ୍କ ନାମରେ ଲାଞ୍ଚ ଅଭିଯୋଗ ଆଣିଥିଲେ । ଶିକ୍ଷକ ପଣ୍ଡା ଅଭିଯୋଗ କରିଥିଲେ ଯେ , ୧୦ ଜଣ ଶିକ୍ଷକଙ୍କର ବକେୟା ଟଙ୍କା ଦେବା ପାଇଁ ସେ... Read More