0 Comment
ମେଷ – କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳ ହେବେ ।ବ୍ୟବସାୟରେ ସତର୍କ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ଅନୁଭବ କରିବେ । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଚିନ୍ତିତ ରହିପାରନ୍ତି । ବୃଷ-ଦାମ୍ପତ୍ୟ ସୁଖ ମିଳିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ସାମନ୍ୟ ଲାଭ । ଶରୀର ସୁସ୍ଥ ରହିବ । ମହିଳାମାନେ ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇ... Read More