0 Comment
ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଆଜି ଭର୍ଚୁଆଲ୍ ମୋଡ୍ରେ ୩୦ତମ ଶୁଣାଣି କରିବେ ଟ୍ରିବ୍ୟୁନାଲ୍ । ପ୍ରଥମେ ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ‘ଫିଜିକାଲ୍’ ଶୁଣାଣି ସ୍ଥାନରେ ‘ଭର୍ଚୁଆଲ୍’ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିଲେ। ଗତ ମାସ ୧୮ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ)ଙ୍କ ନିକଟରୁ ମହାନଦୀ ଅବବାହିକାରେ ବନ୍ୟା ସଂପର୍କିତ... Read More