0 Comment
ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି ବିରୋଧରେ ଦାୟର ପିଟିସନର ଶୁଣାଣି କରି ଗୁଜରାଟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏମିତି କ’ଣ ଆବଶ୍ୟକ ଥିଲା ଯେ ରାତାରାତି ଦୋଷୀଙ୍କୁ ଖଲାସ କରିବାକୁ ପଡ଼ିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ୧୧ ଦୋଷୀଙ୍କୁ ପକ୍ଷଭୁକ୍ତ କରିବା ପାଇଁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତିି । ବିଲକାସ ବାନୋ ଗଣବଳାତ୍କାର ଦୋଷୀଙ୍କୁ ମୁକ୍ତ କରିବା... Read More