0 Comment
ବଲାଙ୍ଗିର: ଲୋକାର୍ପିତ ହେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗାନ୍ଧୀ ଭବନ ଲାଇବ୍ରେରୀ । ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଉଦଘାଟନ କରିବା ସହ ପିଲାମାନଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଏହା ଯତ୍ନ ନେବା ସହ ଏଠାରୁ ଅଧିକ ରୁ ଅଧିକ ପିଲା ସଫଳ ହୁଅନ୍ତୁ ବୋଲି କହିଥିଲେ । ୫୦ ବର୍ଷର ଏହି କୋଠା ରୂପାନ୍ତିକରଣ ପରେ ଖୁବସୁନ୍ଦର ହୋଇଛି ।... Read More