0 Comment
କଟକ : ଭରତପୁର ଥାନାରେ ସିସିଟିଭି ନଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଭରତପୁର ଥାନା ଘଟଣାରେ ପୁଲିସର ତଦନ୍ତ ଜାରି ରହିଥିବାବେଳେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ। ଥାନାରେ ସେନା ବାହିନୀର ସଦସ୍ୟଙ୍କ ସହ ଉତ୍ତମ ବ୍ୟବହାର ପାଇଁ ରାଜ୍ୟ ସରକାର ଏସଓପି ଆଣିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ସରକାର। ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଆସନ୍ତା ୧୫... Read More