0 Comment
ଶ୍ରୀହରିକୋଟା (ଆନ୍ଧ୍ରପ୍ରଦେଶ): ଚନ୍ଦ୍ରରେ ଐତିହାସିକ ଅବତରଣ ପରେ ଭାରତ ନିଜ ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍୧’ର ଶୁଭାରମ୍ଭ କରିଛି। ଶକ୍ତିଶାଳୀ ପିଏସ୍ଏଲଭି ସି୫୭ ରକେଟ୍ ଦ୍ବାରା ଆଜି ପୂର୍ବାହ୍ନ ୧୧.୫୦ରେ ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ‘ଆଦିତ୍ୟ ଏଲ୍୧’ର ସଫଳ ଉତକ୍ଷେପଣ ହୋଇଛି । ଏଥିସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନିଜ ଲମ୍ବା ସଫଳତା ତାଲିକାରେ ଆଉ ଏକ ଅଧ୍ୟାୟ ଯୋଡିଛି । ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହି ମିଶନ... Read More