0 Comment
ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଛି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲ। ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛି ଆରଜି କର ମେଡିକାଲ କଲେଜ ଓ ହସପିଟାଲର ଇଣ୍ଟରନାଲ କାଉନସିଲ। ଏହି ଡାକ୍ତରମାନଙ୍କ ବିରୋଧରେ ଧମକ ଦେବା, ହଇରାଣ କରିବା, ରାଗିଂ କରିବା ଓ ଟଙ୍କା ଆଦାୟ କରିବା ଭଳି ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତ କରି ସେମାନଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ସହିତ ବିଶୃଙ୍ଖଳିତ ଆଚରଣ ପାଇଁ ଆଉ ୫୯ ଜଣଙ୍କୁ... Read More