0 Comment
ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ଠାରୁ କମିବ ବର୍ଷାର ପରିମାଣ । ସେହିପରି ଆସନ୍ତା ଶନିବାର ଓ ରବିବାର ବର୍ଷା ବିଶେଷ ନାହିଁ । ତେବେ ୧୮/୧୯ ତାରିଖରୁ ପୁଣି ବଢ଼ିପାରେ ବର୍ଷା । ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ବର୍ଷା ବଢ଼ିବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ୍ କରିଦେଇଛି । ଲଗାଣ ବର୍ଷା ଯୋଗୁ ଏବେ ସୁଦ୍ଧା କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି ।... Read More