0 Comment
ଭୁବନେଶ୍ୱର : କେନ୍ଦ୍ରାଞ୍ଚଳ ଡିଆଇଜି ଭାବରେ ଦାୟିତ୍ଵ ଗ୍ରହଣ କଲେ ୨୦୦୯ ବ୍ୟାଚର ଆଇ ପି ଏସ ଚରଣ ସିଂହ ମୀନା। ଦାୟିତ୍ବ ନେବା ପରେ ସେ କହିଥିଲେ, ମୋ ସହିତ ସାଧାରଣ ଜନତା ସିଧାସଳଖ ଚବିଶ ଘଣ୍ଟା ଯୋଗାଯୋଗରେ ରହି ପାରିବେ। ମୋ ଫୋନ ନମ୍ୱରରେ ଯୋଗାଯୋଗ କରି ପାରିବେ। ସଂଗଠିତ ଅପରାଧ ଉପରେ ରହିବ ନଜର। ଗୁଣାତ୍ମକ ତଦନ୍ତ ଉପରେ ଧ୍ୟାନ ଦିଆଯିବ। ମହିଳା, ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ଗୁଡ଼ିକ ଉପରେ ବିଶେଷ... Read More