0 Comment
ଭୁବନେଶ୍ୱର : ସରକାର ତହବିଲରୁ ନୂଆ ଗାଡ଼ି କିଣିବା ବଦଳରେ ଭଡ଼ାରେ ଗାଡ଼ି ଆଣି ଅଫିସ କାର୍ଯ୍ୟ କରିବା ପାଇଁ ଅର୍ଥ ବିଭାଗ ଆଜି ପୁଣିଥରେ ତାଗିଦ୍ କରିଛି । ବିଜେଡି ସରକାର ଅମଳରେ ଗତବର୍ଷ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଅର୍ଥ ବିଭାଗ ଆଜି ପୁଣିଥରେ ସମସ୍ତ ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ପରାମର୍ଶ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧୀନରେ ଥିବା ଅର୍ଥ ବିଭାଗର ବିନା ଅନୁମତିରେ ଓ... Read More