0 Comment
ଭୁବନେଶ୍ୱର : ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହିଳାଙ୍କ ଠାରୁ ୫୦ ଟଙ୍କା ନେବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ। ରାଉରକେଲା ପ୍ଲାଣ୍ଟ ସାଇଡ୍ ଥାନା ପୁଲିସ୍ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ମଧୂସୁଦନ ଛକରେ ରହିଛି ଗ୍ଲୋବାଲ୍ ଇଣ୍ଟରନେଟ୍ ସେଣ୍ଟର ନାମକ ଏକ ଜନସେବା କେନ୍ଦ୍ର। ସେହି ଜନସେବା କେନ୍ଦ୍ରର ମାଲିକ ହେଉଛନ୍ତି ବିଜୟ ସାହୁ। ଅଭିଯୋଗ ଅନୁସାରେ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା... Read More