0 Comment
କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଲାଗିଛି ବଡ଼ ଝଟକା। ସୂଚନା ପ୍ରଯୁକ୍ତି ଆଇନ ବା ଆଇଟି ଆକ୍ଟରେ ୨୦୨୩ରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ଆଜି ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଆଇଟି ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଗୋଟିଏ ଫ୍ୟାକ୍ଟ ଚେକିଂ ୟୁନିଟ ବା ତଥ୍ୟ ଯାଞ୍ଚ କମିଟି ଗଠନ କରିବାକୁ ଚାହୁଁଥିଲେ। ଏହି ୟୁନିଟ ସୋଶାଲ ମିଡିଆରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରକାଶ ପାଉଥିବା ପୋଷ୍ଟର ସତ୍ୟତା ଯାଞ୍ଚ କରିବା... Read More