0 Comment
ଦୁବାଇ: ଏସିଆ କପ୍ ରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଦଳର ଅଧିନାୟକ ବାବର ଆଜମଙ୍କ ବ୍ୟାଟ୍ ଚାଲୁନି। ଫଳସ୍ବରୂପ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ବାବର ଆଜମ ଏକ ନମ୍ବର ସ୍ଥାନ ହରାଇଛନ୍ତି । ତେବେ ତାଙ୍କୁ ଶୀର୍ଷ ସ୍ଥାନରୁ ଗାଦିଚ୍ୟୁତ କରିଥିବା ଖେଳାଳି ଆଉ କେହି ନୁହନ୍ତି ବରଂ ତାଙ୍କ ସାଥୀ ଖେଳାଳି ମହମ୍ମଦ ରିଜଓ୍ବାନ୍ । ମହମ୍ମଦ ରିଜୱାନ୍ ସଦ୍ୟ ପ୍ରକାଶିତ ଟି-୨୦ ର଼୍ୟାଙ୍କିଙ୍ଗରେ ନିଜ କ୍ୟାପଟେନଙ୍କୁ ହଟାଇ ନୂଆ ଏକ... Read More