0 Comment
ଦୁବାଇ: ଜବରଦସ୍ତ ବିଜୟରୁ ଆଫଗାନିସ୍ତାନ ନିଜ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି । ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ୮ ୱିକେଟରେ ପାଞ୍ଚ ଥରର ବିଜେତା ଶ୍ରୀଲଙ୍କାକୁ ହରାଇ ଦେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୯.୪ ଓଭରରେ ମାତ୍ର ୧୦୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୧୦.୧ ଓଭରରେ ୨ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ... Read More