0 Comment
ଭୁବନେଶ୍ୱର : ଏଥର ରାଜ୍ୟରେ ମୌସୁମୀ ବେଳେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ୍ ପହିଲାରୁ ଅଗଷ୍ଟ ୨୧ ମଧ୍ୟରେ ଏହି ପରିମାଣର ବର୍ଷା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥର ସ୍ୱାଭାବିକ ହାରଠୁ ୧୫ ପ୍ରତିଶତ ଅଧିକ ବର୍ଷା ହୋଇଛିି । ଏହି ସମୟ ମଧ୍ୟରେ ବୌଦ୍ଧରେ ୬୨ ଓ କନ୍ଧମାଳରେ ୭୩ ପ୍ରତିଶତ ସ୍ୱାଭାବିକଠୁ ଅଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦ ପ୍ରତିଶତ,... Read More