0 Comment
ଭୁବନେଶ୍ୱର : ଆଜି ବିଧାନସଭା ଶୀତକାଳୀନ ଅଧିବେଶର ଦ୍ୱିତୀୟ ଦିନ । ପ୍ରଥମ ଦିନ ଭଳି ଆଜି ମଧ୍ୟ ଅର୍ଚ୍ଚନା ନାଗ ହନିଟ୍ରାପ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବା ସମ୍ଭାବନା ରହିଛି । ଅର୍ଚ୍ଚନା ନାଗଫାଶକୁ ପ୍ରସଙ୍ଗ କରି ରାଜ୍ୟ ସରକାରକୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ପ୍ରଥମ ଦିନର ଗୃହକାର୍ଯ୍ୟ ଆରମ୍ଭରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସନ୍ଧ୍ୟା ୫ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ସନ୍ଧ୍ୟାରେ ଗୃହକାର୍ଯ୍ୟ ଆରମ୍ଭ ହେବା... Read More