0 Comment
ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥ ତିଲେଇବଣି ବ୍ଲକର ଅସୁରଖୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଗଡ଼କୁ ପଛରୁ ପିଟିଲା ଟ୍ରକ୍ । ଘଟଣାସ୍ଥଳରେ ଚାଷୀ ଦମ୍ପତିଙ୍କ ମୃତ୍ୟୁ । ସେହିପରି ଦୁଇ ବଳଦଙ୍କର ମଧ୍ୟ ପ୍ରାଣହାନି ଘଟିଛି। ସୂଚନା ଯେ, ଗୁରୁବାର ଭୋର ସମୟରେ ଚାଷୀ ଦମ୍ପତି ନିଜର ଅମଳ ହୋଇଥିବା ଫସଲ ଆଣିବା ଲାଗି ଶଗଡ଼ରେ କ୍ଷେତକୁ ଯାଉଥିଲେ। ହଠାତ୍ ତିଲେଇବଣି ଛକରେ ଶଗଡ଼କୁ ପଛରୁ ଟ୍ରକ... Read More