0 Comment
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟରେ ସ୍ୱଚ୍ଛତା ଓ ଆଣିବା ନେଇ ଦାଖଲ ଏକ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଆଗରେ ଅନେକ ବଡ଼ ପ୍ରଶ୍ନ ରଖିଛନ୍ତି । ୨୦୦୭ ମସିହାରୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି)ଙ୍କ କାର୍ଯ୍ୟକାଳ କାହିଁକି କମିଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । ୧୯୯୧ ମସିହା ଅଧିନିୟମ ଅନ୍ତର୍ଗତ ସିଇସି ଓ ଇସିଙ୍କ କାର୍ଯ୍ୟକାଳ ୬ ବର୍ଷ ଥିଲା । କିନ୍ତୁ... Read More