0 Comment
କଟକ : ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି । କରୋନା ଯୋଗୁଁ ଦୁଇବର୍ଷ ଆୟୋଜିତ ହୋଇ ନଥିଲା ବାଲିଯାତ୍ରା । ଏଥର ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଯାତ୍ରା । ଲେଜର ସୋ’, କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ ହେବ । ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ । ତେବେ ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ... Read More