0 Comment
ଆଡିଲେଡ୍ : ବାଂଲାଦେଶର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନୁରୁଲ ହସନ୍ ଭାରତର ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ‘ଫେକ୍ ଫିଲ୍ଡିଂ’ ଅଭିଯୋଗ ଆଣିଛନ୍ତି । କୋହଲିଙ୍କ ଏହି ଫେକ୍ ଫିଲ୍ଡିଂକୁ ଅମ୍ପାୟାରମାନେ ଦେଖିପାରି ନଥିଲେ । ଯାହା ଦ୍ଵାରା ତାଙ୍କ ଦଳ ଟି-୨୦ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସମ୍ଭାବ୍ୟ ୫ ପେନାଲ୍ଟି ରନରୁ ବଞ୍ଚିତ ହୋଇଥିଲା ବୋଲି ସେ କହିଛନ୍ତି । ବୁଧବାର ଆଡିଲେଡରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬... Read More