0 Comment
ଭୁବନେଶ୍ୱର : ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସରେ ୨୦୨୩ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ଠାରୁ ଏସି ପ୍ରଥମ ଶ୍ରେଣୀ ସେବା ଯୋଗାଇବାକୁ ନିଷ୍ପତି ନିଆଯାଇଛି । ଉପରୋକ୍ତ ଟ୍ରେନରେ ଏସି ପ୍ରଥମ ଶ୍ରେଣୀ କୋଚ ସେବାର ବୃଦ୍ଧି ଉତର ଆନ୍ଧ୍ର ପ୍ରଦେଶ ସହିତ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରାଇବ । ୱାଲଟିୟର, ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡରେ ସାଂସଦମାନଙ୍କର ବିଭାଗୀୟ କମିଟି ବୈଠକରେ ସାଂସଦ ମାନେ... Read More