0 Comment
ବରଗଡ଼ : ବରଗଡ଼ ଭେଡେନ୍ ଜାମଡୋଲ ଗାଁରେ ବନ୍ଦ ଘରୁ ୪ଣଙ୍କ ମୃତଦେହ ଘଟଣା ମିଳିବା ଘଟଣାରେ ତତ୍ପର ହୋଇଉଠିଛି ପୋଲିସ । ଏହି ଘଟଣାରେ ନିଜ ଆଡୁ ମାମଲା ଦାଏର କରିଛି । ଏହାସହ ଘଟଣାସ୍ଥଳରେ ମାଜିିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଛାନବିନ୍ କରିଛି । କନ୍ଦପଡ଼ାରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ସ୍ୱାମୀ-ସ୍ତ୍ରୀ-ପୁଅ-ଝିଅ ବୋଲି ଜଣାପଡ଼ିଛି । ୬୫ ବର୍ଷୀୟ ଶେଷଦେବ ମେହେର,... Read More