0 Comment
ଭୁବନେଶ୍ୱର : ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମୟରେ ସ୍ୱାସ୍ଥ୍ୟ ସମସ୍ୟାର କିଭଳି ମୁକାବିଲା କରାଯାଇପାରିବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଡଭାଇଜରି ଜାରି କରିଛନ୍ତି। ବନ୍ୟା ସମ୍ବନ୍ଧୀୟ ରୋଗ, ଜଳ ବିଶୋଧନକାରୀ ଟାବଲେଟ୍, ବିଭିନ୍ନ ସ୍ତରରେ ଡାକ୍ତରଖାନାରେ ସାପକାମୁଡା ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି।... Read More