0 Comment
ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିାଇଁ ପ୍ରାୟ ୫ ଘଣ୍ଟା ଭକ୍ତ ଦର୍ଶନ ବନ୍ଦ ରହିବ । କାର୍ତିକ ମାସ କୃଷ୍ଣପକ୍ଷ ନବମୀ ତିଥିରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ବା ବନକଲାଗି ବୁଧବାର ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସ୍ୱତନ୍ତ୍ର ନୀତି ପାଳନ କରାଯିବ । ଦତ ମହାପାତ୍ରସେବକମାନେ ରତ୍ନସିଂହାସନ ଉପରେ ଚଢି ଏହି ନୀତି ସମାପନ କରିବେ । ଦ୍ୱିତୀୟ... Read More