0 Comment
ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ କ୍ରିିକେଟ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟି-୨୦ ବିଶ୍ୱକପ୍ । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ ଉତ୍ସବ ମୁଖର ସାରା ବିଶ୍ୱ । ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳ ହେବ । ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ଆଇସିସିର ମାନ୍ୟତା... Read More