0 Comment
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଏକ ଅନ୍ତରୀଣ ନିଷ୍ପତ୍ତି କ୍ରମେ ଶିବସେନାର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ଫ୍ରିଜ୍ କରିଛନ୍ତି। ଏବେ ଠାକରେ କିମ୍ବା ଟିମ୍ ଗୋଷ୍ଠୀ ଏହି ଚିହ୍ନ ବ୍ୟବହାର କରିପାରିବେ ନାହିଁ। ଏହା ସହିତ କମିଶନ ‘ଶିବସେନା’ ନାମ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଅର୍ଥାତ୍ ଆଗାମୀ ଉପନିର୍ବାଚନରେ ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଶିବସେନା ଦଳର ନାମ କି ଚିହ୍ନ ବ୍ୟବହାର କରିପାରିବେ ନାହିଁ। ଉପନିର୍ବାଚନ ପାଇଁ ଉଭୟ ଗୋଷ୍ଠକୁ ନୂଆ ନିର୍ବାଚନ... Read More