0 Comment
ନୂଆଦିଲ୍ଲୀ : ଆଜି ଠାରୁ ୩ ଦିନ ପାଇଁ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ସାଢେ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ତିନି ଦିନିଆ ଗସ୍ତ କାଳରେ ସେ ମେହଶଣା, ଭରୁଚ, ଆନନ୍ଦ, ଜାମନଗର, ରାଜକୋଟ ଓ ଅହମ୍ମଦାବାଦ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଗୁଜୁରାଟ ମେହସାନାର ମୋଧେରାରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ... Read More