0 Comment
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଓ ନିକଟବର୍ତ୍ତୀ ଅନ୍ତରବାଟିଆ ଗାଁ ଆଖପାଖ ଜଙ୍ଗଲରେ ବାଘ ପରି ଏକ ଜୀବକୁ ଅଞ୍ଚଳବାସୀ ଦେଖିଥିବା କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅନ୍ତରବାଟିଆ ଗାଁର ସୁନିଲ କୁମାର ନିଜ ଘର ପଛପଟକୁ ଯାଇଥିବା ବେଳେ ଅଳ୍ପ ଦୂର ଜଙ୍ଗଲିଆ ଲଟା ବୁଦାରେ ବାଘ ଆକୃତିର ଜୀବକୁ ଦେଖିବାକୁ ପାଇଥିଲେ। ଅନ୍ୟ ଗ୍ରାମବାସୀଙ୍କୁ କହିବା ପରେ ଆଉ କିଛି ଜଣ ସେଠାକୁ ଯାଇ ଜୀବଟିକୁ ଦେଖିଥିଲେ। ତେବେ ଏତେ ଲୋକଙ୍କୁ ଦେଖି ଉକ୍ତ ଜୀବଟି... Read More