0 Comment
ନୂଆଦିଲ୍ଲୀ: ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମାନବ ବିକାଶ ସୂଚକାଙ୍କ(ଏଚଡିଆଇ)ରେ ଭାରତର ମାନ୍ୟତା ହ୍ରାସ ପାଇଛି । ୧୯୧ ଦେଶ ମଧ୍ୟରୁ ଭାରତ ଏହି ତାଲିକାରେ ୧୩୨ତମ ସ୍ଥାନକୁ ଖସି ଆସିଛି। ଭାରତର ଏଚଡିଆଇ ଅଙ୍କ ହେଉଛି ୦.୬୩୩୩ ଯାହା ଦେଶକୁ ମଧ୍ୟମ ମାନବ ବିକାଶ ବର୍ଗରେ ସ୍ଥାନିତ କରିଛି । ଭାରତର ପଏଣ୍ଟ ଗତ ଥର (୦.୬୪୫) ଅପେକ୍ଷା କମ୍ ରହିଛି । ୨୦୨୦ ମାନବ ବିକାଶ... Read More