ପୁରୀ : ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଆଜି ସାକ୍ଷୀଗୋପାଳ ପରିଦର୍ଶନ କରିଛନ୍ତି। ଆସନ୍ତା ନଭେମ୍ବର ୧୦ରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ପଡୁଥିବାରୁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସପି ଶ୍ରୀ ଅଗ୍ରୱାଲ। ରାଧା ପଦ ଦର୍ଶନ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ଭିଡ଼ ପରିଚାଳନା ଏବଂ ସମସ୍ତ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି।

November 6, 2024
0 Comment
30 Views
ସାକ୍ଷୀଗୋପାଳ ପରିଦର୍ଶନ କଲେ ପୁରୀ ଆରକ୍ଷୀ ଅଧିକ୍ଷକ, ଅଁଳା ନବମୀ ଓ ରାଧା ପାଦ ଦର୍ଶନ ବ୍ୟବସ୍ଥାର କଲେ ସମୀକ୍ଷା
by Editor
ପୁରୀ : ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଆଜି ସାକ୍ଷୀଗୋପାଳ ପରିଦର୍ଶନ କରିଛନ୍ତି। ଆସନ୍ତା ନଭେମ୍ବର ୧୦ରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ପଡୁଥିବାରୁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସପି ଶ୍ରୀ ଅଗ୍ରୱାଲ। ରାଧା ପଦ ଦର୍ଶନ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ଭିଡ଼ ପରିଚାଳନା ଏବଂ ସମସ୍ତ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ... Read More