ବ୍ରହ୍ମପୁର : ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଅଭାବନୀୟ ଘଟଣା। ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଛୁରୀ ଦେଖାଇ ଡାଏସ ଉପରକୁ ଚଢିଯାଇଥିଲେ ଜଣେ ଯୁବକ। ତାଙ୍କୁ କାବୁ କରିଥିଲେ ଉପସ୍ଥିତ ଓକିଲ ଓ ଲୋକେ । ଶୁଣାଣି ଚାଲିଥିବାବେଳେ ଏଭଳି ଘଟଣା ଘଟିଛି । ସଂପୃକ୍ତ ଯୁବକଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି। ଜିଲ୍ଲା ଜଜ୍ ଓ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ଘଟଣାର ଖୋଳତାଡ଼ କରୁଛନ୍ତି। ଆକ୍ରମଣ କରିଥିବା ଯୁବକ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ ବୋଲି ଜଣାପଡିଛି।
November 28, 2022
0 Comment
290 Views
ବ୍ରହ୍ମପୁର କୋର୍ଟର ଏସଡିଜେଏମଙ୍କୁ ହତ୍ୟା ଉଦ୍ୟମ!
by Editor
ବ୍ରହ୍ମପୁର : ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଅଭାବନୀୟ ଘଟଣା। ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଛୁରୀ ଦେଖାଇ ଡାଏସ ଉପରକୁ ଚଢିଯାଇଥିଲେ ଜଣେ ଯୁବକ। ତାଙ୍କୁ କାବୁ କରିଥିଲେ ଉପସ୍ଥିତ ଓକିଲ ଓ ଲୋକେ । ଶୁଣାଣି ଚାଲିଥିବାବେଳେ ଏଭଳି ଘଟଣା ଘଟିଛି । ସଂପୃକ୍ତ ଯୁବକଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି। ଜିଲ୍ଲା ଜଜ୍ ଓ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ଘଟଣାର ଖୋଳତାଡ଼ କରୁଛନ୍ତି। ଆକ୍ରମଣ କରିଥିବା ଯୁବକ ପୁରୁଣା ବ୍ରହ୍ମପୁରର... Read More