ଭଞ୍ଜନଗର: ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨.୩୦ରେ ଗଞ୍ଜାମ ଜିଲା ଧରାକୋଟ ନିକଟ ମୁଣ୍ଡମରାଇରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ସୋରଡ଼ା ବ୍ଲକ୍ ନୂଆଗଡ଼ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ। ଏକ ହାଇଓ୍ବାକୁ ଦ୍ରୁତ ଗତିରେ ଓଭରଟେକ୍ କରିବା ବାଇକ୍ ସହ ଧକ୍କା ଘଟିଥିବା କୁହାଯାଉଛି।

August 24, 2023
0 Comment
198 Views
ଧରାକୋଟରେ ହାଇଓ୍ବା ସହ ବାଇକ୍ ଧକ୍କା, ୨ ମୃତ
by Editor
ଭଞ୍ଜନଗର: ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨.୩୦ରେ ଗଞ୍ଜାମ ଜିଲା ଧରାକୋଟ ନିକଟ ମୁଣ୍ଡମରାଇରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ସୋରଡ଼ା ବ୍ଲକ୍ ନୂଆଗଡ଼ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ। ଏକ ହାଇଓ୍ବାକୁ ଦ୍ରୁତ ଗତିରେ ଓଭରଟେକ୍ କରିବା ବାଇକ୍ ସହ ଧକ୍କା ଘଟିଥିବା... Read More