କେନ୍ଦୁଝର, ଭାରତୀୟ ରେଡ଼କ୍ରସ ସଂସ୍ଥା ସହଯୋଗ ରେ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ୟୁନିଟ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ଯୁବରେଡ଼କ୍ରସ କାଉନସିଲର ସୁଶ୍ରୀ ସୁସ୍ମିତା ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହୋଇ ଶତାଧିକ ୟୁନିଟ ରକ୍ତ ସଂଗୃହିତ ହୋଇ ଜିଲ୍ଲା ରକ୍ତ କେନ୍ଦ୍ର କୁ ମାନବକଲ୍ୟାଣ ପାଇଁ ପ୍ରେରିତ ହୋଇଛି, ମହାବିଦ୍ୟାଳୟ ଅଧ୍ୟକ୍ଷ ଇଂ ତ୍ରିଲୋଚନ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଶ୍ରୀମତୀ ସୁରଂଜିକା ବେହେରା, ଜିଲ୍ଲା ରେଡ଼କ୍ରସଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଶିବିର ଉଦଘାଟନ କରି ଯୁବ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଫେସର ଡ଼ଃ ଶୁଭ୍ରାଂଶୁ ଦାଶ, ପ୍ରଫେସର ଡ଼ଃ ସଂଗ୍ରାମ କେଶରୀ ମହାପାତ୍ର, ରାକେଶ ରଞ୍ଜନ ଶୁକ୍ଲା, ଡ଼ଃ ଯୋଗେଶ କୁମାର ନାୟକ, ଶ୍ରୀ ଆଲୋକ ପଟେଲ, ଶିବିର ରେ ରକ୍ତଦାନ କରିବା ସହିତ ରକ୍ତଦାନ ପାଇଁ ପ୍ରେରଣା ଦେଇଥିଲେ । ସୌମ୍ୟରଂଜନ ସେଠି, ଦୀପ୍ତିଶିଖା ଦାସ, ସୁମିତାକୁମାରୀ ପତି, ତୃପ୍ତିମୟୀ ନାୟକ, ଅବନ୍ତୀ ମଣ୍ଡଳ, ଲିନା ପଟେଲ, ଦୀକ୍ଷା ରାଣୀ ଗଡ଼ନାୟକ,ସବ୍ୟସାଚୀ ମଲ୍ଲିକ, ସଂଘମିତ୍ରା ସାମଲ, ହିମାଦ୍ରୀ ତନୟା ସାମଲ, ଅଭିଳାଷ ବେବର୍ତ୍ତା, ଶଶିକାନ୍ତ ସାହୁ, ରାକେଶ ସାହୁ, କୁମାରୀ ଅପୂର୍ବା ସାହୁ ଏବଂ ଏନସିସି କ୍ୟାଡଟ ମାନେ ଶିବିର ପରିଚାଳନା କରିଥିଲେ, ଜିଲ୍ଲା ରକ୍ତକେନ୍ଦ୍ର ର ଡାକ୍ତର ରମାକାନ୍ତ ମୁଣ୍ଡା, ପ୍ରମୋଦ ଦାସ, ଅକ୍ଷୟ ସାହୁ, ଶଙ୍କର ନାୟକ, ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।
November 22, 2023
0 Comment
238 Views
ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
କେନ୍ଦୁଝର, ଭାରତୀୟ ରେଡ଼କ୍ରସ ସଂସ୍ଥା ସହଯୋଗ ରେ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ୟୁନିଟ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ଯୁବରେଡ଼କ୍ରସ କାଉନସିଲର ସୁଶ୍ରୀ ସୁସ୍ମିତା ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହୋଇ ଶତାଧିକ ୟୁନିଟ ରକ୍ତ ସଂଗୃହିତ ହୋଇ ଜିଲ୍ଲା ରକ୍ତ କେନ୍ଦ୍ର କୁ ମାନବକଲ୍ୟାଣ ପାଇଁ ପ୍ରେରିତ ହୋଇଛି, ମହାବିଦ୍ୟାଳୟ ଅଧ୍ୟକ୍ଷ ଇଂ ତ୍ରିଲୋଚନ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ... Read More