ମୋହନା : ରାଇସିଂ ଘାଟିରେ ଗତ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଛି । ସୈ।ଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ୨୩ ଯାତ୍ରୀ ରକ୍ଷା ପାଇଯାଇଛନ୍ତି । ରାତିରେ ବସ୍ଟି ଓଲଟିଥିଲେ ବି ଯାତ୍ରୀଙ୍କର ବେଶି କ୍ଷତି ହୋଇନାହିଁ । ବସ୍ଟି ରାୟଗଡ଼ାରୁ ବ୍ରହ୍ମପୁର ଯିବା ବେଳେ ଘାଟି ରାସ୍ତାରେ ଓଲଟି ପଡିଥିଲା ।
![](https://theajikali.com/wp-content/uploads/2022/09/IMG-20220926-WA0026.jpg)
September 26, 2022
0 Comment
215 Views
ଘାଟିରେ ଓଲଟିଲା ବସ, ସବୁ ଯାତ୍ରୀ ସୁରକ୍ଷିତ