କେନ୍ଦୁଝର, କେନ୍ଦୁଝର ଜିଲ୍ଲା ମା’ ତାରିଣୀ ପିଠ ଘଟଗାଁ ନିକଟ
ବାଲିଯୋଡି ଗ୍ରାମ ରାଜ ରାସ୍ତା ଉପରେ ଘଟିଯାଇଥିବା ହୃଦୟ ବିଦାରକ ସଡକ ଦୃଘଟଣାର ସମସ୍ତ ମୃତକଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଆନ୍ତର୍ଜାତୀୟ ମାନବଧିକାର ରକ୍ଷକ କେନ୍ଦୁଝର ଶାଖାର ସଦସ୍ୟ ମାନେ । ସଦସ୍ୟ ମାନେ କାଳୀ ପଡିଆ ନିକଟରୁ ଏକ କେଣ୍ଡେଲ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
December 2, 2023
0 Comment
125 Views
କେଣ୍ଡେଲ ଶୋଭା ଯାତ୍ରା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ମା’ ତାରିଣୀ ପିଠ ଘଟଗାଁ ନିକଟବାଲିଯୋଡି ଗ୍ରାମ ରାଜ ରାସ୍ତା ଉପରେ ଘଟିଯାଇଥିବା ହୃଦୟ ବିଦାରକ ସଡକ ଦୃଘଟଣାର ସମସ୍ତ ମୃତକଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଆନ୍ତର୍ଜାତୀୟ ମାନବଧିକାର ରକ୍ଷକ କେନ୍ଦୁଝର ଶାଖାର ସଦସ୍ୟ ମାନେ । ସଦସ୍ୟ ମାନେ କାଳୀ ପଡିଆ ନିକଟରୁ ଏକ କେଣ୍ଡେଲ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।