0 Comment
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ, ଚୀନ୍ ଏବଂ ଆମେରିକା ଭଳି ଦେଶରେ କୋଭିଡ-୧୯ ମାମଲା ପୁଣି ବଢ଼ିବାରେ ଲାଗିଛି । କରୋନାର ସମ୍ଭାବ୍ୟ ନୂଆ ଲହର ନେଇ ଭାରତ ସରକାର ମଧ୍ୟ ସତର୍କ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ଦେଶର କୋଭିଡ-୧୯ ସ୍ଥିତିର ସମୀକ୍ଷା କରିବେ। ଅନ୍ତର୍ଜାତୀୟ ସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ପୂର୍ବାହ୍ନ ୧୧:୩୦ ସମୟରେ ମନ୍ତ୍ରୀ କୋଭିଡ୍-୧୯ ସ୍ଥିତିର ସମୀକ୍ଷା କରିବେ। ସଚିବ,... Read More