0 Comment
ନ୍ୟୁୟର୍କ : ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଚେକ୍ ମାର୍କ’ ସେବା ଆରମ୍ଭ କରିବାକୁ ଯାଉଛି। ମାସକ ତଳେ କମ୍ପାନୀର ଏହି ଉଦ୍ୟମ ବିଫଳ ହୋଇଥିଲା। ଏହି ସୋସିଆଲ ମିଡିଆ କମ୍ପାନୀ କହିଛି ଯେ ସୋମବାର ଠାରୁ ୟୁଜରମାନଙ୍କୁ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ କିଣିବାକୁ ଅନୁମତି ଦିଆଯିବ । ଏହି ସେବା ସବସ୍କ୍ରିପସନ୍ ଦ୍ବାରା ୟୁଜରମାନେ ସ୍ୱତନ୍ତ୍ର ଫିଚର୍ ପାଇବେ। ବ୍ଲୁ ଚେକ୍ ମାର୍କଗୁଡିକ ମୂଳତଃ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂଗଠନ ଏବଂ ସାମ୍ବାଦିକମାନଙ୍କୁ ଦିଆଯାଏ... Read More