0 Comment
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଦଳର ମାନ୍ୟତା ପାଇଛି। ନିର୍ବାଚନ ଆୟୋଗର ସୂଚନା ଅନୁଯାୟୀ ଗୁଜରାଟର ୧୮୨ଟି ଆସନ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୪ ଟି ଜିତିଛି। ଗୁଜୁରାଟରେ ଅପର ଭୋଟ୍ ସେୟାର ୧୨.୮୯ ପ୍ରତିଶତ ରହିଛି | ଦିଲ୍ଲୀ ଏବଂ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ରହିଥିବା ବେଳେ ଦିଲ୍ଲୀ ମହାନଗର ନିଗମ (ଏମସିଡି)କୁ ମଧ୍ୟ କବଜା କରିଛି । ଯଦି କୌଣସି... Read More