0 Comment
ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିର୍ବାଚନ (ଏମସିଡି)ରେ ଆମ୍ ଆଦମୀ ପାର୍ଟି (ଆପ୍) ବହୁମତର ନିକଟତର ହୋଇଛି । ନିର୍ବାଚନ ଆୟୋଗଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ୨୫୦ ଟି ସିଟ୍ ମଧ୍ୟରୁ ଆପ୍ ୧୦୪ଟି ଜିତିଥିବା ବେଳେ ୩୧ଟି ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷରେ ବିଜେପି ଏକଜିଟ୍ ପୋଲ୍ ଆକଳନ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦଳ ଏପର୍ଯ୍ୟନ୍ତ ୮୩ଟି ଆସନ ଜିତିଛି ଏବଂ ୧୯ଟିରେ ଆଗୁଆ ରହିଛି। କଂଗ୍ରେସ ଏଯାବତ୍ ମାତ୍ର ୫ଟି ଆସନ... Read More