0 Comment
ନୂଆଦିଲ୍ଲୀ: ମହିଳାଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ଯୋଗୁ ବିବାଦରେ ଫସିଥିବା ଯୋଗଗୁରୁ ବାବା ରାମଦେବ କ୍ଷମା ମାଗିଛନ୍ତି । ରାମଦେବ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ରୂପାଲୀ ଚାକଣକରଙ୍କୁ ଏନେଇ ଇମେଲ ପଠାଇଛନ୍ତି । କିନ୍ତୁ ତାଙ୍କ ଟିପ୍ପଣୀକୁ ଭୁଲ ଭାବେ ବ୍ୟାଖା କରାଯାଇଥିବା ରାମଦେବ କହିଛନ୍ତି । ମହିଳାଙ୍କୁ ଅପମାନିତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ମଧ୍ୟ କହିଛନ୍ତି । ବାବା ରାମଦେବ ଆହୁରି କହିଛନ୍ତି ଯେ, ମୋ ମନରେ ମାତୃଶକ୍ତି... Read More